NSS Co-Unit, S.R. Mahavidyalaya, Baliapal

NSS Co-Unit, S.R. Mahavidyalaya, Baliapal We are a group of SR Colleg students working towards the mission to build an educated new INDIA �

ଶିକ୍ଷା ସମୃଦ୍ଧି ର ମୂଳ ଉତ୍ସ ।।ସଚେତନତା ହିଁ  ସଶକ୍ତ ସମାଜ ମୂଳମନ୍ତ୍ର।।NSS NSS Co-Unit, S.R. Mahavidyalaya,  Baliapal
14/03/2023

ଶିକ୍ଷା ସମୃଦ୍ଧି ର ମୂଳ ଉତ୍ସ ।।
ସଚେତନତା ହିଁ ସଶକ୍ତ ସମାଜ ମୂଳମନ୍ତ୍ର।।

NSS NSS Co-Unit, S.R. Mahavidyalaya, Baliapal

ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ସାରସ୍ଵତ ସାଧକ ତଥା ସ୍ୱାଧୀନତା ସଂଗ୍ରାମୀ ଆଚାର୍ଯ୍ୟ ହରିହର ଦାସଙ୍କ ଜୟନ୍ତୀରେ ସୁବର୍ଣ୍ଣରେଖା ମ...
27/02/2023

ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ସାରସ୍ଵତ ସାଧକ ତଥା ସ୍ୱାଧୀନତା ସଂଗ୍ରାମୀ ଆଚାର୍ଯ୍ୟ ହରିହର ଦାସଙ୍କ ଜୟନ୍ତୀରେ ସୁବର୍ଣ୍ଣରେଖା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ୍ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଶିକ୍ଷା, ସମାଜ ସଂସ୍କାର ସହିତ ସାମାଜିକ ଚେତନା ସମ୍ପନ୍ନ ସାରସ୍ଵତ ସୃଷ୍ଟି ତଥା ସମାଜ ସଂସ୍କାର କ୍ଷେତ୍ରରେ ତାଙ୍କ ବହୁମୂଲ୍ୟ ଅବଦାନ ସର୍ବଦା ପ୍ରେରଣାର ଉତ୍ସ।

ଓଡ଼ିଆ ଆଧୁନିକ ସାହିତ୍ୟ ଜଗତର ଧ୍ରୁବତାରା ତଥା ବାଲେଶ୍ବର ମାଟିର ଗୌରବ, ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସ ଙ୍କ ଜୟନ୍ତୀରେ ସୁବର୍ଣ୍ଣରେ...
27/02/2023

ଓଡ଼ିଆ ଆଧୁନିକ ସାହିତ୍ୟ ଜଗତର ଧ୍ରୁବତାରା ତଥା ବାଲେଶ୍ବର ମାଟିର ଗୌରବ, ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସ ଙ୍କ ଜୟନ୍ତୀରେ ସୁବର୍ଣ୍ଣରେଖା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ୍ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 🙏🙏

#ପୂଜ୍ୟପ୍ରଣମ





NSS Co-Unit, S.R. Mahavidyalaya, Baliapal

On 18/01/2023 Subarnrekha Women's hostel campus cleaning program was conducted by Girls Unit of NSS of Subarnrekha Mahav...
18/02/2023

On 18/01/2023 Subarnrekha Women's hostel campus cleaning program was conducted by Girls Unit of NSS of Subarnrekha Mahavidyalaya. It started at 8 am on the request of Hostel Superintendent Parbati Murmu and led by NSS Program Officer Premanand Sethi. More than 25 student volunteers along with NSS Senior Volunteer Yogananda Sahoo completed the cleaning work.

18/02/2023

“The best way to find yourself is to lose yourself in the service of others.”

Address

At-Debhog, Po-Devog, Via-singla, Dist/Balasore
Odisha
756023

Alerts

Be the first to know and let us send you an email when NSS Co-Unit, S.R. Mahavidyalaya, Baliapal posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to NSS Co-Unit, S.R. Mahavidyalaya, Baliapal:

Share