Sai Sampoorna Seva Sansthan

Sai Sampoorna Seva Sansthan Contact information, map and directions, contact form, opening hours, services, ratings, photos, videos and announcements from Sai Sampoorna Seva Sansthan, Service Apartments, Badakul, Balugaon.

ଆଜି ଚିଲିକା ଉଚ୍ଚବିଦ୍ୟାଳୟ ବଡକୁଳ ଠାରେ ସାଧାରଣତନ୍ତ୍ର ଦିବସ ଅବସରରେ ଯୋଗଦେଲେ ସାଇ ସଂପୂର୍ଣ୍ଣା ସେବା ସଂସ୍ଥାନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆଲୋକ...
26/01/2023

ଆଜି ଚିଲିକା ଉଚ୍ଚବିଦ୍ୟାଳୟ ବଡକୁଳ ଠାରେ ସାଧାରଣତନ୍ତ୍ର ଦିବସ ଅବସରରେ ଯୋଗଦେଲେ ସାଇ ସଂପୂର୍ଣ୍ଣା ସେବା ସଂସ୍ଥାନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆଲୋକ କୁମାର ବେହେରା l

25-01-2023 ସାଇ ସଂପୂର୍ଣ୍ଣା ସେବା ସଂସ୍ଥାନ ତରଫରୁ 100 ଜଣ ଦିବ୍ୟାଙ୍ଗ ଓ ଅସହାୟ ବ୍ୟକ୍ତିଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇ ଅଛି l
26/01/2023

25-01-2023 ସାଇ ସଂପୂର୍ଣ୍ଣା ସେବା ସଂସ୍ଥାନ ତରଫରୁ 100 ଜଣ ଦିବ୍ୟାଙ୍ଗ ଓ ଅସହାୟ ବ୍ୟକ୍ତିଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇ ଅଛି l

07/01/2023
ଶ୍ରୀ ଜଗନ୍ନାଥ ମ୍ୟୁଜିକ ର ତୃତୀୟ ବାର୍ଷିକ ଉତ୍ସବ ରେ ସମ୍ମାନିତ ଅତିଥି ଭାବରେ ଯୋଗଦେଲେ ସାଇ ସମ୍ପୂର୍ଣ୍ଣl ସେବା ସଂସ୍ଥାନ ଅଧ୍ୟକ୍ଷ ଶ୍ରୀଯୁକ୍...
04/01/2023

ଶ୍ରୀ ଜଗନ୍ନାଥ ମ୍ୟୁଜିକ ର ତୃତୀୟ ବାର୍ଷିକ ଉତ୍ସବ ରେ ସମ୍ମାନିତ ଅତିଥି ଭାବରେ ଯୋଗଦେଲେ ସାଇ ସମ୍ପୂର୍ଣ୍ଣl ସେବା ସଂସ୍ଥାନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଆଲୋକ କୁମାର ବେହେରା....

ଚିଲିକା ଉଚ୍ଚ ବିଦ୍ୟାଳୟ ବଡକୁଳ ଠାରେ ଖୋର୍ଦ୍ଧା ଜିଲ୍ଲା ସ୍ଥରୀୟ   କବାଡି ପ୍ରତିଯୋଗିତା ର କିଛି ମୁହୂର୍ତ୍ତ.
03/01/2023

ଚିଲିକା ଉଚ୍ଚ ବିଦ୍ୟାଳୟ ବଡକୁଳ ଠାରେ ଖୋର୍ଦ୍ଧା ଜିଲ୍ଲା ସ୍ଥରୀୟ କବାଡି ପ୍ରତିଯୋଗିତା ର କିଛି ମୁହୂର୍ତ୍ତ.

31/12/2022

ସାଇ ସମ୍ପୂର୍ଣ୍ଣl ସେବା ସଂସ୍ଥାନ ର ନିଆରା ଢଙ୍ଗରେ ନୂତନ ବର୍ଷ ପାଳନ

ସାଇ ସଂପୂର୍ଣ୍ଣା ସେବା ସଂସ୍ଥାନ ର ଉଦଘାଟନୀ ଉତ୍ସବ ଅବସରରେ 100 ଜଣ ଦିବ୍ୟାଙ୍ଗ ଓ ଅସହାୟ ବ୍ୟକ୍ତିଙ୍କୁ ବସ୍ତ୍ର ସମେତ ନିତ୍ୟ ବ୍ୟବହାର୍ଯ୍ୟ ରା...
28/12/2022

ସାଇ ସଂପୂର୍ଣ୍ଣା ସେବା ସଂସ୍ଥାନ ର ଉଦଘାଟନୀ ଉତ୍ସବ ଅବସରରେ 100 ଜଣ ଦିବ୍ୟାଙ୍ଗ ଓ ଅସହାୟ ବ୍ୟକ୍ତିଙ୍କୁ ବସ୍ତ୍ର ସମେତ ନିତ୍ୟ ବ୍ୟବହାର୍ଯ୍ୟ ରାସନ ସାମଗ୍ରୀ ବଣ୍ଟନ କରାଯାଇ ଅଛି l

Address

Badakul
Balugaon

Website

Alerts

Be the first to know and let us send you an email when Sai Sampoorna Seva Sansthan posts news and promotions. Your email address will not be used for any other purpose, and you can unsubscribe at any time.

Share