20/03/2026
ପଖାଳ ଦିବସର ଅଭିନନ୍ଦନ! 🥣🌿
ଓଡ଼ିଶାର ପ୍ରିୟ ପାରମ୍ପରିକ ଖାଦ୍ୟ ପଖାଳ ଆମ ସଂସ୍କୃତି ଓ ରୁଚିର ଅଂଶ ।
ଗରମ ଦିନରେ ପଖାଳ ଖାଇଲେ ମନ ଓ ଶରୀର ଦୁହେଁ ଠଣ୍ଡା ହୁଏ ❤️
ଆସନ୍ତୁ, ଆମେ ସମସ୍ତେ ମିଶି ପଖାଳ ଦିବସକୁ ଉତ୍ସବ ଭାବେ ପାଳନ କରିବା 🌾