31/05/2026
🌹 🌹 🌹 🌹 🙏 ଓଁ 🙏 🌹 🌹 🌹 🌹
🌹 ଆଜିର ବେଦ ଜ୍ଞାନ 🌹
ବିଦ୍ୟା ଅଧ୍ୟୟନ, ସତ୍ ଶାସ୍ତ୍ର ପଠନ ଓ ପ୍ରବଚନ ଦ୍ୱାରା ଜ୍ଞାନ ସଂରକ୍ଷିତ ହୁଏ ।
ଯେଉଁ ଜ୍ଞାନ ଲାଭ ଦ୍ୱାରା ଜୀବନ ସମୃଦ୍ଧ ହୁଏ ସେହି ଜ୍ଞାନ ପାଇଁ ଆମେ ପରମାତ୍ମା ଏବଂ ଅନ୍ୟ ଋଷିମାନଙ୍କ ଠାରେ ଋଣୀ ହେଉ ।
ଆଉ ସେହି ଋଣରୁ ମୁକ୍ତି ପାଇଁ ସ୍ୱାଧ୍ୟାୟର ଆବଶ୍ୟକ ରହିଛି ।
ଏ ଦିଗରେ ବେଦ ମନ୍ତ୍ର କହନ୍ତି-
"ଓଁ ଅସ୍ମିନ୍ ଅନୃଣାଃ"
ଅର୍ଥାତ୍ ସ୍ୱାଧ୍ୟାୟ ଦ୍ୱାରା ଜ୍ଞାନ ବା ଋଷିଋଣରୁ ମୁକ୍ତି ମିଳେ ।
( ଅଥର୍ବ ବେଦ, ୬, ୧୧୭, ୩ )
Knowledge is preserved through education, reading righteous scriptures, and spiritual discourses.
We are indebted to the Supreme Soul (Paramatma) and the Sages for the knowledge that enriches our lives.
To become free from this debt, self-study (Svadhyaya) is necessary.
In this regard, the Vedic mantra says—
"Om Asmin Anrunah"
meaning, liberation from the debt of knowledge or the debt to the sages is attained through self-study. (Atharva Veda, 6, 117, 3)
WAKE UP Odisha CA Swapnabrata Dash Kutumb Farmhouse Resort Kaivalya Siddhi Dham fans