28/02/2017
ଏହି ଫୋଟୋ ଗୁଡିକୁ ଦେଖିଲା ପରେ ଆପଣ କଣ ଖାଦ୍ୟ ନଷ୍ଟ କରିପାରିବେ😭😭😭
ହେ ବନ୍ଧୁମାନେ ଯଦି ଆପଣ କୌଣସି ବାହାଘର,ଜନ୍ମଦିନ ଅଥବା ଯେକୋୖଣସି ଭୋଜି ର ଆୟୋଜନ କରୁଥାନ୍ତି ତେବେ ଯେତିକି ପରିମାଣ ର ଖାଦ୍ୟ ର ଆବଶ୍ୟକ ଅଛି ସେତିକି ହିଁ ବନାନ୍ତୁ।ଯଦି ଏହା ବଳକା ରହୁଛି ତାହେଲେ କୌଣସି ଗରିବ ଭିକାରୀ ବା ଖାଇବାକୁ ପାଉନଥିବାଲୋକ ଅଥବା ବୃଦ୍ଧାଶ୍ରମ କିମ୍ବା ଅନାଥ ଆଶ୍ରମ କୁ ଦାନ କରିଦିନ୍ତୁ।🙏🙏🙏🙏🙏🙏
ଯଦି ଆପଣ ଏହାକୁ ଠିକ ଭାବୁଛନ୍ତି ତାହେଲେ ସଂଗେ ସଂଗେ ସେୟାର କରନ୍ତୁ ଓ ଅନ୍ୟ ମାନଙ୍କୁ ଅବଗତ କରାନ୍ତୁ।
ସୌଜନ୍ୟ:Lunch box