Prince Akash Jena Kanha

Prince Akash Jena Kanha My Heart Is Always your

ପବିତ୍ର ଇଦ-ଉଲ-ଜୁହା ପର୍ବ ଅବସରରେ ସମସ୍ତ ମୁସଲମାନ ଗୁରୁଜନ, ଭାଇ ଭଉଣୀ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଅଛି🙏 KoHinOoR PaLTa...
17/06/2024

ପବିତ୍ର ଇଦ-ଉଲ-ଜୁହା ପର୍ବ ଅବସରରେ ସମସ୍ତ ମୁସଲମାନ ଗୁରୁଜନ, ଭାଇ ଭଉଣୀ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଅଛି🙏 KoHinOoR PaLTan 💥🦅
❤️🤗(𝔸𝕃𝕆𝕂 𝔹𝔸𝔻𝔸𝕁𝔼ℕ𝔸 )

🙏🙏ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ମାମୁ ଙ୍କ ଅମର ଆତ୍ମାକୁ ଶାନ୍ତି ଦେବା ସହ ଏଭଳି ପରିସ୍ଥିତିରେ ଆମ ପରିବାରକୁ ଅସିମ ସ...
05/03/2024

🙏🙏ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ମାମୁ ଙ୍କ ଅମର ଆତ୍ମାକୁ ଶାନ୍ତି ଦେବା ସହ ଏଭଳି ପରିସ୍ଥିତିରେ ଆମ ପରିବାରକୁ ଅସିମ ସାହସ ଓ ଧର୍ଯ୍ୟ ପ୍ରଦାନ କରନ୍ତୁ।🙏🙏🙏🙏🙏🙏😔😔😔😭😭😭😭😭😭

24/10/2023

🌹 *ଅଧର୍ମ ଉପରେ ଧର୍ମ ଜୟ , ଦୁର୍ଗତି ନାଶିନୀ ମା ଦୁର୍ଗାଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ମଙ୍ଗଳମୟ ହେଉ ।। ପବିତ୍ର ଦଶହରା ଉପଲକ୍ଷେ ଶାରଦୀୟ ଅଭିନନ୍ଦନ 🌹*
🙏🙏🙏🙏🙏

ଶୁଭ 🎂 ଜନ୍ମଦିନରେ 🎊 ଆନ୍ତରିକତା 💞 ଭରା ହାର୍ଦ୍ଧିକ🌹ଶୁଭେଚ୍ଛା 💚ଓ ଶୁଭକାମନା 😍 ମୋ  ଭାଇ😍🙏🙏🙏🙏🙏
23/10/2023

ଶୁଭ 🎂 ଜନ୍ମଦିନରେ 🎊 ଆନ୍ତରିକତା 💞 ଭରା ହାର୍ଦ୍ଧିକ🌹ଶୁଭେଚ୍ଛା 💚ଓ ଶୁଭକାମନା 😍 ମୋ ଭାଇ😍🙏🙏🙏🙏🙏

🪔🌹🙏🌹ଜୟ ମା ଦୁର୍ଗା🌹🙏🌹🪔ଶାରଦୀୟ ଦଶହରା ମାଦୁର୍ଗାଙ୍କ ମହାନବମୀ ପୂଜାରେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ଏବଂ ଅଭିନନ୍ଦନ 💐🙏💐🌹🙏🌹 Happy...
23/10/2023

🪔🌹🙏🌹ଜୟ ମା ଦୁର୍ଗା🌹🙏🌹🪔
ଶାରଦୀୟ ଦଶହରା ମାଦୁର୍ଗାଙ୍କ ମହାନବମୀ ପୂଜାରେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ଏବଂ ଅଭିନନ୍ଦନ 💐🙏💐
🌹🙏🌹 Happy MahaNabami Puja🌹🙏🌹
🌹🙏🌹ଜୟ ଶ୍ରୀ ଜଗନ୍ନାଥ🌹🙏🌹

26/08/2023
19/07/2022

ଭାଇ ଭଉଣୀ ର ସମ୍ପର୍କ ଅମୁଲ୍ୟ 💚💚
ଭଉଣୀ ର ପାଦ ରେ ଭାଇ ପାଣି ଟିକିଏ ବି ଲଗେଇ ଦଉନି ❤❤
ଦୁନିଆରେ ସବୁଠାରୁ ଶୁଭ ଚିନ୍ତକ ହେଉଛନ୍ତି ଭାଇ ଭଉଣୀ 💚💚

Address

Bhubaneswar

Website

Alerts

Be the first to know and let us send you an email when Prince Akash Jena Kanha posts news and promotions. Your email address will not be used for any other purpose, and you can unsubscribe at any time.

Share